ମୋ ବସ ଧକ୍କାରେ ଆଖି ବୁଜିଲା ନାବାଳିକା ମୁନି,ମୃତକ ପରିବାରକୁ ମିଳିଲା ୨ଲକ୍ଷ୍ୟ ଟଙ୍କାର ସହାୟତା ରାଶି,ଘଟଣାରେ ବସ ଚାଳକ ଗିରବ।

ବ୍ୟୁରୋ : ନନ୍ଦନକାନନ – ପଟିଆ ମୁଖ୍ୟ ରାସ୍ତାର ରଘୁନାଥପୁର ଠାରେ ଆଜି ସକାଳୁ ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ…