ବାଡେଇ ବାଡେଇ ମାରିଦେଲେ,,ଗାଡିକୁ ଜାଲିଦେଲେ

ବାରଙ୍ଗ,୦୯/୦୫ : କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନସ୍ଥ ଗୋଡିସାହି ଅଞ୍ଚଳରେ ଜଣେ ଯୁବକକୁ ପିଟିପିଟି କରାଯାଇଛି ହତ୍ୟା।ସେପଟେ ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡି ଦେଇଛନ୍ତି ଦୁର୍ବୃତ। ଗୋଡିସାହି –  ମୁଣ୍ଡଳୀ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ହତ୍ୟାକାଣ୍ଡ ଘଟିଥିବା ସୂଚନା।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।ସେପଟେ,ଘଟଣାସ୍ଥଳରୁ ରକ୍ତ ଭିଜା ଲୁହା ରଡ଼ ଜବତ କରିଛି ପୋଲିସ୍।

Leave a Reply

Your email address will not be published. Required fields are marked *